ମିଡ଼ିଆ ପ୍ରେସ କ୍ଳବ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳିତ!

ରାଜଗାଙ୍ଗପୁର (ବ୍ୟୁରୋ ରିପୋର୍ଟ )-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ମିଡ଼ିଆ ପ୍ରେସ କ୍ଲବ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି !ସୂଚନା ଅନୁଯାଇ ଏହି ଅବସର ରେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଜେଡି ଟାଉନ ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା !ମୁଖ୍ୟContinue reading “ମିଡ଼ିଆ ପ୍ରେସ କ୍ଳବ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳିତ!”

Design a site like this with WordPress.com
Get started